Fast News ମିଲର ଧାନ ନେଉ ନଥିବାରୁ ଚାଷୀଙ୍କ ପ୍ରତିବାଦ February 24, 2025February 24, 2025 Sai Sudha 0 Comments ମିଲର ଧାନ ନେଉ ନଥିବାରୁ ଚାଷୀଙ୍କ ପ୍ରତିବାଦ | ସାଲେପୁର ରାଇସୁଙ୍ଗୁଡ଼ା ସେବା ସମବାୟ ସମିତିରେ ପ୍ରତିବାଦ | ମିଲର ଧାନ ନେଉ ନଥିବାରୁ ତାତିଲେ ଚାଷୀ | ରାଇସୁଙ୍ଗୁଡ଼ା ବଜାରରେ ଧାନ ବସ୍ତା ରଖି ଚାଷୀଙ୍କ ରାସ୍ତାରୋକ |