Fast News ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ଗଣତିମଣତି February 24, 2025February 24, 2025 Sai Sudha 0 Comments ମାର୍ଚ୍ଚ ସୁଦ୍ଧା ସରିବନି ରତ୍ନଭଣ୍ଡାର ଗଣତିମଣତି | ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା | ମରାମତି ସରିନଥିବାରୁ ଡେଡ୍ଲାଇନରୁ ବିଳମ୍ବ ହେଉଛି | ଆକଳନଠୁ ଅଧିକ ମରାମତି କାମର ଆବଶ୍ୟକତା ଅଛି | ମରାମତି ପାଇଁ ଆଉ ମାସେ କିମ୍ବା ଦୁଇ ମାସ ଲାଗିବ |