ରାଜ୍ୟସଭା ଯିବେ ଅରବିନ୍ଦ କେଜ୍ରିୱାଲ !

ପଞ୍ଜାବରୁ ରାଜ୍ୟସଭାକୁ ଯାଇପାରନ୍ତି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ | ଏ ନେଇ ଜୋର ଧରିଲା ଚର୍ଚ୍ଚା | ସଞ୍ଜୀବ ଆରୋରା ଛାଡ଼ି ପାରନ୍ତି ସାଂସଦ ପଦ | ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀ ହେଲେ ସଞ୍ଜୀବ | କେଜ୍ରିୱାଲଙ୍କ ପାଇଁ ସଞ୍ଜୀବ ବାଟ ଛାଡ଼ିଥିବା ଚର୍ଚ୍ଚା |

Leave a Reply

Your email address will not be published. Required fields are marked *