ପୁଣି ଜଣଙ୍କୁ ଧକ୍କା ଦେଲା ‘ମୋ ବସ୍‌’

ପୁଣି ଜଣଙ୍କୁ ଧକ୍କା ଦେଲା ‘ମୋ ବସ୍‌’ | କଟକ ଖାନନଗର ମଲାଚଣ୍ଡିଆ ଟ୍ରାଫିକ ଛକରେ ଦୁର୍ଘଟଣା | ପରିବା ବୋଝେଇ ବ୍ୟବସାୟୀଙ୍କୁ ଦେଲା ଧକ୍କା ବସ୍‌ | ଆହତ ଯୁବକ ବିକାଶ ସ୍ୱାଇଁ, ବାଦାମବାଡ଼ି ପୋଲିସର ତଦନ୍ତ |

Leave a Reply

Your email address will not be published. Required fields are marked *