କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗାଁରେ ଧାନକଟା ମେସିନ୍ ମାଡ଼ି ଯାଇ ଜଣେ ନାବାଳକର ମୃତ୍ୟୁ । ମୃତ ବାଳକ ହେଲେ ଖଡିଅଣ୍ଟା ଗାଁର ସନ୍ନ୍ୟାସୀ ମଳିକଙ୍କ ପୁଅ ଶିବୁଲା ମଳିକ। ଏହି ଘଟଣା ଗତକାଲି ସନ୍ଧ୍ୟାରେ ଘଟିଥିବା ସୂଚନା ।

Leave a Reply

Your email address will not be published. Required fields are marked *