ଆସନ୍ତାକାଲି ଶେଷ ହେବ ମହାକୁମ୍ଭ ମେଳା

ମହାକୁମ୍ଭରେ ପବିତ୍ର ବୁଡ଼ ପାଇଁ ଭିଡ଼ | ଆସନ୍ତାକାଲି ଶେଷ ହେବ ମହାକୁମ୍ଭ ମେଳା | କାଲି ଶେଷ ଅମୃତ ସ୍ନାନ ଥିବାରୁ ଆଜିଠୁ ଗହଳି | ମହାଶିବରାତ୍ରୀରେ ପଡ଼ୁଛି ଷଷ୍ଠ ଓ ଶେଷ ଅମୃତ ସ୍ନାନ ଦିବସ |

Leave a Reply

Your email address will not be published. Required fields are marked *