Fast News ୪୦୦ CCTV, ୧୦ ହଜାର ଫୋନ୍ ଯାଞ୍ଚ: ଧରାପଡିଲା ନିରଞ୍ଜନଙ୍କ ଘରୁ ଚୋରି କରିଥିବା ଡକାୟତ February 13, 2025February 13, 2025 Sai Sudha 0 Comments ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାର ହୋଇଛି ପର୍ଦାଫାସ୍ । ଦୀର୍ଘ ୧୯ ଦିନ ପରେ ଅଭିଯୁକ୍ତକୁ ବିଜୟୱାଡାରୁ ଗିରଫ କରିଛି କମିଶନରେଟ ପୋଲିସ । ୪୦୦ କ୍ୟାମେରା, ୧୦ ହଜାର ଫୋନ ଓ ୫୦ ଜଣଙ୍କୁ ଜେରା କରିବା ପରେ ଲୁଟେରା ସ୍ପାଇଡର ସତୀକୁ ଗିରଫ କରିଛି ପୋଲିସ ।