ଗତକାଲି ରାତିରେ ଜଗତସିଂହପୁର ଢିଙ୍କିଆ ପଞ୍ଚାୟତରେ ବୋମାମାଡ଼ । ଗୋବିନ୍ଦପୁର ଗାଁର ପ୍ରଭାତ ରାଉତଙ୍କ ଘର ଉପରକୁ ବୋମା ମାଡ଼ । ଘଟଣାସ୍ଥଳରେ ପୋଲିସ ଉପରକୁ ଟେକା ପଥର ମାଡ଼ କଲେ ଢିଙ୍କିଆ ଗାଁ ଲୋକେ । ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ସ୍ବାଇଁ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

ଜଗତସିଂହପୁର ଗତକାଲି ରାତିରେ ଢିଙ୍କିଆ ପଞ୍ଚାୟତରେ ବୋମାମାଡ଼ । ଗୋବିନ୍ଦପୁର ଗାଁର ପ୍ରଭାତ ରାଉତଙ୍କ ଘର ଉପରକୁ ବୋମା ମାଡ଼ । ଘଟଣାସ୍ଥଳରେ ପୋଲିସ ଉପରକୁ ଟେକା ପଥର ମାଡ଼ କଲେ ଢିଙ୍କିଆ ଗାଁ ଲୋକେ । ମୁଖ୍ୟ ଅଭିଯୁକ୍ତ ଦେବେନ୍ଦ୍ର ସ୍ବାଇଁ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

Leave a Reply

Your email address will not be published. Required fields are marked *