ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର କରିବ ଭୁବନେଶ୍ବର AIIMS |

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର କରିବ ଭୁବନେଶ୍ବର AIIMS | ଓଡ଼ିଶାରେ ପ୍ରଥମ ଥର ପାଇଁ ପଦକ୍ଷେପ ନେବ ଏମ୍‌ସ | ଡ୍ରୋନ୍‌ ଜରିଆରେ ରକ୍ତ, ଔଷଧ, ମେଡିକାଲ ଉପକରଣ ପଠାଯିବ | ଏମ୍‌ସ ପକ୍ଷରୁ ସଫଳତାର ସହ ଟ୍ରାଏଲ ରନ୍ ଅନୁଷ୍ଠିତ | ଭୁବନେଶ୍ୱର ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସଙ୍କ ସୂଚନା |

Leave a Reply

Your email address will not be published. Required fields are marked *