ଝାରସୁଗୁଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୩ ଜଣଙ୍କ ମୃତ୍ୟୁ

ଝାରସୁଗୁଡା: ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୪୯ନମ୍ବର ଏନ୍‌ଏଚ୍‌ ସଦର ଥାନା ନିକଟରେ ଦୁର୍ଘଟଣା | ଦୁର୍ଘଟଣାରେ ଜଳିଗଲେ ୩ଜଣ ଟ୍ରକ ଡ୍ରାଇଭର । ପଛକୁ ପଛ ଧକ୍କା ହେବାରୁ ଟ୍ରକ ଜଳିଯିବା ସହ ଘଟଣାସ୍ଥଳରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *