

- ଆସନ୍ତା 15 ପଯ୍ୟନ୍ତ ଦେଶର ଉତ୍ତର ଓ ଉତ୍ତର ପଶ୍ଚିମରେ ଲାଗିରହିବ ଶୀତ ଲହରୀ
- ଭୁବନେଶ୍ବର ଭରତପୁରରେ ସୁରେଖା ପଲେଇ ନିଜର ପୁରୁଷ ବନ୍ଧୁ ଘରେ ଆତ୍ମହତ୍ୟା କରିଥିଲେ । ସୁଚନା ଅନୁଯାୟୀ ଏକ ତରଫା ଭଲ ପାଉଥିଲେ ସୁରେଖା । ପୁରୁଷ ବନ୍ଧୁଙ୍କ ଗାମୁଛାରେ ଆତ୍ମହତ୍ୟା କରିଥିଲେ ସୁରେଖା। ଆତ୍ମହତ୍ୟା ପରେ ସୁରେଖାଙ୍କ ମୃତଦେହକୁ ସ୍ଥାନାନ୍ତର କରିଥିଲା ଅଭିଯୁକ୍ତ