ଭୁବନେଶ୍ବର ଭରତପୁରରେ ସୁରେଖା ପଲେଇ ନିଜର ପୁରୁଷ ବନ୍ଧୁ ଘରେ ଆତ୍ମହତ୍ୟା କରିଥିଲେ । ସୁଚନା ଅନୁଯାୟୀ ଏକ ତରଫା ଭଲ ପାଉଥିଲେ ସୁରେଖା । ପୁରୁଷ ବନ୍ଧୁଙ୍କ ଗାମୁଛାରେ ଆତ୍ମହତ୍ୟା କରିଥିଲେ ସୁରେଖା। ଆତ୍ମହତ୍ୟା ପରେ ସୁରେଖାଙ୍କ ମୃତଦେହକୁ ସ୍ଥାନାନ୍ତର କରିଥିଲା ଅଭିଯୁକ୍ତ

Leave a Reply

Your email address will not be published. Required fields are marked *