ଭୁବନେଶ୍ବରରୁ ଗିରଫ ହେଲା ଆନ୍ତରାଜ୍ୟ ମଦ ମାଫିଆ ଜଗମୋହନ | ଢେଙ୍କାନାଳ ଜିଲ୍ଲାର ଜଗମୋହନ ସାହୁର ମଦ ଭର୍ତ୍ତି ଟ୍ରକ୍ ଜବତ | ଅରୁଣାଚଳ ପ୍ରଦେଶରୁ ମଦ ଆଣି ଓଡ଼ିଶାରେ କରୁଥିଲା ବିକ୍ରି | ଭୁବନେଶ୍ବର ନୂଆଗାଁ ଅଞ୍ଚଳରେ ମଦ ଗୋଦାମ ସିଜ୍ | ନଗଦ ୯ ଲକ୍ଷ ଟଙ୍କା ଜବତ କଲା ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ବାଡ

Leave a Reply

Your email address will not be published. Required fields are marked *