ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ

ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ | ଭଦ୍ରକ ଟାଉନ ଥାନାରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ | ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ | ଚିକିତ୍ସା ପରେ ମେଡାକାଲରୁ ପୁଣି ଥାନା ନେଇଥିବା ଅଭିଯୋଗ | ଘରୋଇ କଳହକୁ ଅଭିଯୋଗ କରିଥିଲେ ପଡୋଶୀ |

Leave a Reply

Your email address will not be published. Required fields are marked *