

- କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦଙ୍କୁ ପଦ୍ମ ଭୂଷଣ ପୁରସ୍କାର ନେଇ କଂଗ୍ରେସରେ ଫାଟ
- ପୁରୀ ଟାଉନ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଫେରାର ଅଭିଯୁକ୍ତ ମହେଶ ମହାନ୍ତିକୁ ୩ ଦିନ ପରେ ଗିରଫ କଲା ପୁରୀ ପୋଲିସ | ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା ପୋଲିସ | ମହେଶର ଗିରଫଦାରୀ ନେଇ ପୁରୀ SP ବିଶାଳ ସିଂହଙ୍କ ସୂଚନା