ଆପ୍‌କୁ ଘାରିଛି ଘୋଡ଼ା ବେପାର ଭୟ

ଆପ୍‌କୁ ଘାରିଛି ଘୋଡ଼ା ବେପାର ଭୟ | ଦିଲ୍ଲୀ ନିର୍ବାଚନ ଫଳାଫଳ ପୂର୍ବରୁ ଆପ୍‌ରେ ହଲଚଲ | ଜରୁରୀ ବୈଠକ ଡାକିଲେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପୂର୍ବାହ୍ନ ସାଢ଼େ ୧୧ଟାରେ କେଜ୍ରିୱାଲଙ୍କ ବାସଭବନରେ ବୈଠକ | ବୈଠକରେ ସାମିଲ ହେବେ ସମସ୍ତ ୭୦ ବିଧାୟକ ପ୍ରାର୍ଥୀ |

Leave a Reply

Your email address will not be published. Required fields are marked *