

- ନିର୍ବାଚନ ପ୍ରଚାର ପାଇଁ ଗାଡିରେ ମାଇକ ବ୍ୟବହୃତ ହେଉଥିଲେ ଅନୁମତି ଦେବେ ତହସିଲଦାର । ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟଙ୍କ ଗାଡି ପାଇଁ ଅନୁମତି ଦେବେ BDO , ଜିଲ୍ଲା ପରିଷଦ ସଭ୍ୟଙ୍କ କ୍ଷେତ୍ରରେ ଅନୁମତି ଦେବେ ଉପଜିଲ୍ଲାପାଳ। ରାଜ୍ୟ ନିର୍ବାଚନ କମିଶନଙ୍କ ସଚବଙ୍କ ଚିଠି |
- ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଶ୍ରେଣୀଗୃହ ପାଠପଢା ୧୪ ବଦଳରେ ୨୮ ଫେବୃଆରୀ ୨୦୨୨ରୁ ଆରମ୍ଭ ହେବ। ଦୀର୍ଘ ଦୁଇ ବର୍ଷ ସ୍କୁଲ ବନ୍ଦ ଥିବା ଯୋଗୁ, ସଫେଇ ତଥା ଛୋଟମୋଟ ମରାମତି କାର୍ଯ୍ଯ କରି ଏକ ଉତ୍ତମ ଶିକ୍ଷା ପରିବେଶ ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୧୪ରୁ ୨୮ ଯାଏ ଅନ୍ଲାଇନରେ ହେବ ପାଠପଢ଼ା | ୨୮ ତାରିଖରୁ ଆରମ୍ଭ ହେବ ଶ୍ରେଣୀରେ ପାଠପଢ଼ା.