ରାଜ୍ୟରେ ଦିନକରେ ଆଉ ୧୧,୬୦୭ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ନୂଆ ଆକ୍ରାନ୍ତ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୯୯୧ ଚିହ୍ନଟ, କ୍ୱାରେଣ୍ଟିନରୁ ୬୭୨୮, ଲୋକାଲ୍ କେସ୍ ୮୪୭୯ ଚିହ୍ନଟ , ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪,୩୪୭ ଜଣ ପଜିଟିଭ୍ ଚିହ୍ନଟ |

Leave a Reply

Your email address will not be published. Required fields are marked *