

- ଯାଜପୁର ଦଶରଥପୁର ବ୍ଲକ ଝୁମ୍ପୁରା କସ୍ତୁରବା ହାଇସ୍କୁଲର ୯ ଛାତ୍ରୀଙ୍କୁ କୋରୋନା। ସମସ୍ତ ଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇ ଚାଲିଛି ଚିକିତ୍ସା। ବିଦ୍ୟାଳୟର ମୋଟ୍ ଛାତ୍ରୀ ସଂଖ୍ୟା ୧୯୫ । ଷଷ୍ଠ ଓ ନବମ ଶ୍ରେଣୀର ୯ ଛାତ୍ରୀ ପଜିଟିଭ ହୋଇଥିବା ସୂଚନା । ସୂଚନା ଦେଲେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର |
- ୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା | ଜିଲ୍ଲା କୋର୍ଟରେ ପଡ଼ି ରହିଛି ୧୭ ଲକ୍ଷ ୬୮ ହଜାର ୭୦୪ ମାମଲା | ଗତ ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲା ଫଇସଲା ହୋଇଛି : ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର