୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ଜିଲ୍ଲା କୋର୍ଟରେ ପଡ଼ି ରହିଛି |୧୭ ଲକ୍ଷ ୬୮ ହଜାର ୭୦୪ ମାମଲା ଗତ ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲା ଫଇସଲା ହୋଇଛି | ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର |

୨୦୨୧ ଅକ୍ଟୋବର ୩୧ ସୁଦ୍ଧା ହାଇକୋର୍ଟରେ ବିଚାର ନହୋଇ ପଡ଼ିରହିଛି ୧ ଲକ୍ଷ ୮୭ ହଜାର ୨୮ଟି ମାମଲା ଜିଲ୍ଲା କୋର୍ଟରେ ପଡ଼ି ରହିଛି ୧୭ ଲକ୍ଷ ୬୮ ହଜାର ୭୦୪ ମାମଲା
ଗତ ୩ ବର୍ଷରେ ୮ ଲକ୍ଷ ୯୫ ହଜାର ୪୧୨ଟି ମାମଲା ଫଇସଲା ହୋଇଛି | ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର |

Leave a Reply

Your email address will not be published. Required fields are marked *