

- ବଲିଉଡ ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜଙ୍କ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ । ଜ୍ୟାକ୍ଲିନଙ୍କ ୭.୧୨ କୋଟିର ସଂପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜୋର ଜବରଦସ୍ତି ଟଙ୍କା ଅସୁଲ କରିବା ଅଭିଯୋଗରେ ସଂପତ୍ତି ଜବତ
- ୨୯ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ ଜେନେରାଲ ମନୋଜ ପାଣ୍ଡେ । କାର୍ଯ୍ୟଭାର ହସ୍ତାନ୍ତର କଲେ ବିଦାୟୀ ସ୍ଥଳସେନା ମୁଖ୍ୟ ଏମ ଏମ ନରଭାଣେ ।