ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପ୍ରସଙ୍ଗ : ଆସନ୍ତାକାଲି ଅନୁଧ୍ୟାନ ପାଇଁ ଆସିବେ ASI ଟିମ୍ । ମେ ୯ ତାରିଖରେ ହାଇକୋର୍ଟରେ ଅଛି ଶୁଣାଣି, ତାପୂର୍ବରୁ ASI ଦାଖଲ କରିବ ରିପୋର୍ଟ | କମିଟିରେ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାର, ASI ବୈଷୟିକ ଟିମ୍, ଅନୁଧ୍ୟାନ ପରେ ହେବ ରିପୋର୍ଟ ପ୍ରସ୍ତୁତ

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପ ପ୍ରସଙ୍ଗ: ଆସନ୍ତାକାଲି ଅନୁଧ୍ୟାନ ପାଇଁ ଆସିବେ ASI ଟିମ୍ । ମେ ୯ ତାରିଖରେ ହାଇକୋର୍ଟରେ ଅଛି ଶୁଣାଣି, ତାପୂର୍ବରୁ ASI ଦାଖଲ କରିବ ରିପୋର୍ଟ | କମିଟିରେ ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲୀପ ଖମାର, ASI ବୈଷୟିକ ଟିମ୍, ଅନୁଧ୍ୟାନ ପରେ ହେବ ରିପୋର୍ଟ ପ୍ରସ୍ତୁତ

Leave a Reply

Your email address will not be published. Required fields are marked *