

- କେନ୍ଦୁଝର ଜିଲ୍ଲା ଜାବିନପୁର ଗାଁରେ ଅଭାବନୀୟ ଘଟଣା । ଚାଷ ଜମିରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପୁଅ ସନ୍ତା ଦାସ ଓ ମା’ ଜେମା ଦାସ । ଉଭୟ ଶାଳଣିଆ ପଞ୍ଚାୟତ ମନୋହରପୁର ଗ୍ରାମର ବୋଲି ସୂଚନା । ଉଭୟଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ।
- ରାଜନଗର ଅବଦୁଲ କାଲାମ ଦ୍ଵୀପରେ ବୁଡିଲା ଟ୍ରଲର ; ୧୩ ମତ୍ସଜୀବି ନିଖୋଜ