ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱର,ଗୌହାଟୀ ସିଧାସଳଖ ବିମାନ ସେବା

ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ୱର-ଗୌହାଟୀ ସିଧାସଳଖ ବିମାନ ସେବା | ଓଡିଶା ସହ ଯୋଡିହେବ ଉତ୍ତର-ପୂର୍ବ ରାଜ୍ୟ | ସପ୍ତାହକୁ ୭ ଦିନ ଇଣ୍ଡିଗୋ ଯୋଗାଇବ ବିମାନ ସେବା | ଦେଢ ଘଣ୍ଟାରେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ ଯାତ୍ରୀ | ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଦୈନିକ ଚାଲିବ ବିମାନ |

Leave a Reply

Your email address will not be published. Required fields are marked *