

- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ଏକକାଳୀନ ୩ଟି ଜିଲ୍ଲାର ୬ଟି ସ୍ଥାନରେ ଚଢାଉ | ଖୋର୍ଦ୍ଧା, ନୟାଗଡ଼ , କଟକ ଜିଲ୍ଲାରେ ଚାଲିଛି ରେଡ୍ |
- ଆଜି ଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଅସହ୍ୟ ଗ୍ରୀଷ୍ମ ପ୍ରବାହ