ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ RW ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ | ଏକକାଳୀନ ୩ଟି ଜିଲ୍ଲାର ୬ଟି ସ୍ଥାନରେ ଚଢାଉ | ଖୋର୍ଦ୍ଧା, ନୟାଗଡ଼ , କଟକ ଜିଲ୍ଲାରେ ଚାଲିଛି ରେଡ୍‌ |

Leave a Reply

Your email address will not be published. Required fields are marked *