ଭୁଟାନକୁ କୋରୋନା ଟିକା ପ୍ରଦାନ ପାଇଁ ପଞ୍ଚମ BIMSTEC ସମିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଭୁଟାନ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ | ବର୍ତ୍ତମାନ ଭୁଟାନରେ ୯୦% ଲୋକ କୋରୋନା ଟିକା ନେଇ ସାରିଲେଣି, ମହାମାରୀରୁ ରକ୍ଷା ପାଇଁ ଟିକାକରଣ ଜରୁରୀ ଥିଲା |

Leave a Reply

Your email address will not be published. Required fields are marked *