News ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ୨୦୨୩ ବର୍ଷ ପାଇଁ ମିଳିଲା ଜାତୀୟ ସ୍କୋଚ ଆୱାର୍ଡ February 13, 2024February 13, 2024 Jayaprada samantaray 0 Comments ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ୨୦୨୩ ବର୍ଷ ପାଇଁ ମିଳିଲା ଜାତୀୟ ସ୍କୋଚ ଆୱାର୍ଡ | ପୁରସ୍କାର ଗ୍ରହଣ କଲେ SHASର କାର୍ଯ୍ୟ ନିର୍ବାହୀ ଅଧିକାରୀ | ଚିକିତ୍ସା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତା ପାଇଁ ପୁରସ୍କାର |