ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ୨୦୨୩ ବର୍ଷ ପାଇଁ ମିଳିଲା ଜାତୀୟ ସ୍କୋଚ ଆୱାର୍ଡ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ୨୦୨୩ ବର୍ଷ ପାଇଁ ମିଳିଲା ଜାତୀୟ ସ୍କୋଚ ଆୱାର୍ଡ | ପୁରସ୍କାର ଗ୍ରହଣ କଲେ SHASର କାର୍ଯ୍ୟ ନିର୍ବାହୀ ଅଧିକାରୀ | ଚିକିତ୍ସା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସଫଳତା ପାଇଁ ପୁରସ୍କାର |

Leave a Reply

Your email address will not be published. Required fields are marked *