ମମିତା ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିସନ

ମମିତା ହତ୍ୟା ମାମଲାରେ ନିଜ ଆଡୁ ହସ୍ତକ୍ଷେପ କଲେ ଜାତୀୟ ମହିଳା କମିସନ | ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ କହିଲେ | ନିରପେକ୍ଷ ତଦନ୍ତ ଦୃଷ୍ଟିରୁ ମନ୍ତ୍ରୀଙ୍କୁ ହଟାନ୍ତୁ :NCW

ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବାକୁ ପୋଲିସକୁ ନିର୍ଦେଶ | କଣ ପଦକ୍ଷେପ ନେଇଛ ଜଣାଇବାକୁ କହିଲେ କମିସନ

Leave a Reply

Your email address will not be published. Required fields are marked *