

- ଏକାଦଶ ଶ୍ରେଣୀର ଖାଲି ଥିବା ସିଟ୍ରେ ହେବ ତୃତୀୟ ପର୍ଯ୍ୟାୟ ନାମଲେଖା
- ଆଜି ଓ ଆସନ୍ତାକାଲି ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ଶ୍ରୀମନ୍ଦିର: ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ ଶ୍ରୀମନ୍ଦିର, ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦୃଷ୍ଟିରୁ ବଢ଼ିଲା ଦର୍ଶନ ଅବଧି, ତେବେ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଦିନ ବନ୍ଦ ରହିବ ଶ୍ରୀମନ୍ଦିର