ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ୨୨ରୁ ୩ ଦିନ ଧରି ବିଜେଡିର ଆନ୍ଦୋଳନ ଘୋଷଣା

ଗ୍ୟାସ୍‌ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବିଜେଡିର ଆନ୍ଦୋଳନ ଘୋଷଣା | ୨୨ରୁ ୩ ଦିନ ଧରି ୩ଟି RDC ଡିଭିଜନରେ ଆନ୍ଦୋଳନ କରିବ ବିଜେଡି | ଆନ୍ଦୋଳନରେ ସାମିଲ ହେବେ ବିଜେଡିର ମହିଳା, ଛାତ୍ର ଓ ଯୁବ ସଂଗଠନ | ପ୍ରେସ୍‌ମିଟ୍‌ରେ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ସୂଚନା

Leave a Reply

Your email address will not be published. Required fields are marked *