ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ । ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ନାରାବାଜି ସହ ହୋହଲ୍ଲା ।

  • କଟକରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ଠେଲାପେଲା
  • ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ଉଭୟ ପକ୍ଷ ମୁହାଁମୁହିଁ
  • ବକ୍ସିବଜାର ଛକରେ ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ପାଟିତୁଣ୍ଡ
  • ଦଳୀୟ ପତାକା ଦେଖାଇ ପାଟିତୁଣ୍ଡ ସହ ଠେଲାପେଲା

Leave a Reply

Your email address will not be published. Required fields are marked *