ବାଲିଅନ୍ତା ଥାନା ରାମଚନ୍ଦ୍ରପୁରରେ ଏକ ବନ୍ଦ ଘରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର । ୨ ମୃତକ ମଇଁଷି ଫାର୍ମର କର୍ମଚାରୀ, ଦୁଇ ଜଣ ମୃତକ ହେଲେ ସୁଶାନ୍ତ ଦାଶ ଓ ଜଗବନ୍ଧୁ ବେହେରା | ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।

Leave a Reply

Your email address will not be published. Required fields are marked *