

- ସମ୍ବଲପୁର ଜୁଜୁମରା ଥାନା ଭବାନୀପାଲିରେ ଦୁର୍ଘଟଣା । ହାଇୱା ସହ ପିଟିହେଲା ବାଇକ୍, ଘଟଣାସ୍ଥଳରେ ୩ ମୃତ । ଜଣେ ମୃତକ ଭବାନୀପାଲିର ଓ ଅନ୍ୟ ଦୁଇ ଜଣ ଧମା ଅଞ୍ଚଳର ହୋଇଥିବା ସୂଚନା |
- ପୁରୀ: ପ୍ରେମିକା ଘରୁ ପ୍ରେମିକର ଝୁଲନ୍ତା ମୃତଦେହ ଉଦ୍ଧାର | ହତ୍ୟା ନାଁ ଆତ୍ମ ହତ୍ୟା କାରଣ ଅସ୍ପଷ୍ଟ, ଘଟଣା ସ୍ଥଳରେ ଲାଗି ରହିଛି ଉତ୍ତେଜନା, ୨ ପରିବାର ମୁହାଁମୁହିଁ । ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ |