ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ସାରା ରାତି ଭିଜିଲାନ୍ସ ଚଢ଼ାଉ

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ସାରା ରାତି ଭିଜିଲାନ୍ସ ଚଢ଼ାଉ

୨୩ ଘଣ୍ଟା ପରେ ପ୍ରଦୀପଙ୍କ ଘରୁ ଫେରିଲା ଭିଜିଲାନ୍ସ । ବହୁ ଜମିଜମା ଓ ସମ୍ପତ୍ତିର କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ୍ ଜବତ । ଲାପ୍‌ଟପ୍‌, ATM କାର୍ଡ ଓ ମୋବାଇଲ୍‌ ଫୋନ୍‌ ବି ଜବତ କରିଛି ଭିଜିଲାନ୍ସ ।

ପ୍ରଦୀପଙ୍କ ସହଯୋଗୀଙ୍କଠାରୁ ନଗଦ ୨୦ ଲକ୍ଷ ଟଙ୍କା ଜବତ

ଆଜି ସକାଳ ୬ଟାରେ ଚଢ଼ାଉ ସାରି ଫେରିଲା ଭିଜିଲାନ୍ସ ଟିମ୍

ଆୟ ବହିର୍ଭୂତ ସମ୍ପତ୍ତିତ ଠୁଳ ଅଭିଯୋଗରେ ଚାଲିଥିଲା ଚଢ଼ାଉ

Leave a Reply

Your email address will not be published. Required fields are marked *