

- ଗଞ୍ଜାମ ଖଲ୍ଲିକୋଟରେ ଜଣେ ନକଲି ଥାନା ଅଧିକାରୀ ଗିରଫ, ଚିକିଲି ଗାଁର ନକଲି IIC ସୁନୀଲ ଗୌଡ଼କୁ ଗିରଫ କଲା ପୋଲିସ, ଖଲ୍ଲିକୋଟ IICଙ୍କ ନାଁ ନେଇ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ, ଧମକପୂର୍ଣ୍ଣ ଫୋନ୍ କଲ୍ ରେକର୍ଡିଂ ଭାଇରାଲ ହେବା ପରେ ପଦକ୍ଷେପ
- ଓଡ଼ିଶାରୁ ଚାଲାଣ ହୋଇଥିବା ଗଞ୍ଜେଇ ବିହାରରେ ଜବତ, ପାଟନାରେ ୩୧୨ କେଜି ଗଞ୍ଜେଇ ଜବତ କଲା NCB, ୨ ଗିରଫ, ବଖତିୟାରପୁର-ବିହାର ଶରିଫ ଅଞ୍ଚଳରେ ଏକ ଟ୍ରକରୁ ଗଞ୍ଜେଇ ଜବତ, ରାୟଗଡ଼ାର ଗୁଣପୁର ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହୋଇଥିବା ସୂଚନା, ତଦନ୍ତ ଜାରି ଥିବା NCB ମହାନିର୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କ ସୂଚନା