

- ପୌର ନିର୍ବାଚନ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚସୀମା ଧାର୍ଯ୍ୟ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନୋଟିଫିକେସନ ଜାରି | ୫୦ହଜାର ଜନସଂଖ୍ୟା ଇଲାକାରେ ୫୦ ହଜାର ଖର୍ଚ୍ଚ କରିପାରିବେ । ୧ ଲକ୍ଷ ଭିତରେ ଜନସଂଖ୍ୟା ଥିଲେ ୭୫ ହଜାର, ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିଲେ ୧ ଲକ୍ଷ ଟଙ୍କା, ମ୍ୟୁନିସିପାଲ କର୍ପୋରେସନ ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ ଅନୁମତି |
- ରାଜଧାନୀର ଶିଶୁ ଭବନ ଛକରେ ବିଜେପି କର୍ମୀ-ପୁଲିସ ଧସ୍ତାଧସ୍ତି, ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ଅଟକାଇଲା ପୁଲିସ, ମମିତା ମେହେର ହତ୍ୟା ଘଟଣାରେ ନବୀନ ନିବାସ ଘେରାଉ ପାଇଁ ରାଜମହଲରୁ ରାଲିରେ ବାହାରିଥିଲେ ବିଜେପି କର୍ମୀ |