ପୌର ନିର୍ବାଚନ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚସୀମା ଧାର୍ଯ୍ୟ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନୋଟିଫିକେସନ ଜାରି | ୫୦ହଜାର ଜନସଂଖ୍ୟା ଇଲାକାରେ ୫୦ ହଜାର ଖର୍ଚ୍ଚ କରିପାରିବେ । ୧ ଲକ୍ଷ ଭିତରେ ଜନସଂଖ୍ୟା ଥିଲେ ୭୫ ହଜାର, ୧ ଲକ୍ଷରୁ ଅଧିକ ଜନସଂଖ୍ୟା ଥିଲେ ୧ ଲକ୍ଷ ଟଙ୍କା, ମ୍ୟୁନିସିପାଲ କର୍ପୋରେସନ ପାଇଁ ୨ଲକ୍ଷ ଟଙ୍କା ଖର୍ଚ୍ଚ ଅନୁମତି |

Leave a Reply

Your email address will not be published. Required fields are marked *