

- ଗଞ୍ଜାମ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ । ଜିଲ୍ଲାର ୩୩୦୯ଟି ଗାଁ, ସହରାଞ୍ଚଳର ୨୮୦ ୱାର୍ଡ ବାଲ୍ୟବିବାହ ମୁକ୍ତ ଘୋଷିତ । ବାଲ୍ୟ ବିବାହ ପୂର୍ବରୁ ପ୍ରଶାସନକୁ ସୂଚନା ଦେଲେ ମିଳିବ ପୁରସ୍କାର |
- ବରଗଡ଼ ଭେଡେନ ଅଞ୍ଚଳର ନେଗିପାଲିରୁ ଏକ ବଜ୍ରକାପ୍ତା ଉଦ୍ଧାର | ମନ୍ଦିର ପଛପଟେ ଚୋରା ଚାଲାଣ ବେଳେ କ୍ରାଇମ୍ବ୍ରାଞ୍ଚର ଚଢ଼ାଉ |ଅଭିଯୁକ୍ତ ବେପାରୀ ଜଗତ ଥେଲା କ୍ରାଇମ୍ବ୍ରାଞ୍ଚ ଦ୍ବାରା ଗିରଫ |