ଭୁବନେଶ୍ବର ଏୟାରପୋର୍ଟରେ ବୀର ରାଣାପ୍ରତାପ ଦାସଙ୍କ ମରଶରୀର, ରାଣାପ୍ରତାପଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସେନାର ଅଧିକାରୀ ସମେତ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଲେ | ମରଶରୀର ସହ ଯବାନଙ୍କ ଗାଁକୁ ଯିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ |

Leave a Reply

Your email address will not be published. Required fields are marked *