

- କଟକ ବାରବାଟୀ ବିଧାନସଭା ନିର୍ବାଚନୀ ମାମଲା ; ବିଧାୟକ ମହମ୍ମଦ ମୋକିମ୍ଙ୍କୁ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ | ସାକ୍ଷ୍ୟ ନଦେଇ ସମୟ ନେବାରୁ ଜରିମାନା ନିର୍ଦ୍ଦେଶ ଦେଲେ ହାଇକୋର୍ଟ | ବାର ଆସୋସେସନ୍ ୱେଲ୍ଫେୟାର ଫଣ୍ଡରେ ଟଙ୍କା ଜମା ନିର୍ଦ୍ଦେଶ |
- ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ଯାଏଁ କଟକର ଐତିହାସିକ ବାଲିଯାତ୍ରା