ଭାରତୀୟ ରାଷ୍ଟ୍ରଦୂତ ପାର୍ଥ ଶତପଥୀଙ୍କୁ ସମ୍ୱର୍ଦ୍ଧନା | ଦୁବାଇରେ ଥିବା ଓଡ଼ିଆ ସମାଜ ପକ୍ଷରୁ ହଙ୍ଗେରୀରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ପାର୍ଥ ଶତପଥୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି | ୟୁକ୍ରେନରେ ଫସିଥିବା ଭାରତୀୟ ମାନଙ୍କୁ ଉଦ୍ଧାର କରିବାରେ, ‘ଅପରେସନ୍‌ ଗଙ୍ଗା’ରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *