

- ୨ ମହିଳାଙ୍କ ପେଟରୁ ବାହାରିଲା ୧୬୧ କୋକେନ ଭର୍ତ୍ତି କ୍ୟାପସୁଲ, ମୂଲ୍ୟ ୨୮ କୋଟି
- କୋରାପୁଟ: ରାସ୍ତାକଡ଼ରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର | ସଦର ଥାନା ଦେଓଘାଟି ଡବଲ ବ୍ରିଜ ନିକଟରେ ଘଟିଛି ଘଟଣା | ମୃତଦେହ ନିକଟରୁ ରକ୍ତ ରଞ୍ଜିତ ପଥର ମିଳିଛି, ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ପାଇଁ ପୋଡ଼ି ଦିଆଯାଇଥିବା ସନ୍ଦେହ, ଯୁବକଙ୍କ ପରିଚୟ ଅସ୍ପଷ୍ଟ, ଘଟଣାସ୍ଥଳରେ ଫରେନସିକ୍ ଟିମର ତଦନ୍ତ |