ଭୁବନେଶ୍ବରରୁ ପୁଣି କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ | ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ୧କୋଟି ୨୩ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ | ବସ୍‌ରେ କୋଲକାତାରୁ ଭୁବନେଶ୍ବର ଆସୁଥିଲା ବେଳେ ବ୍ରାଉନସୁଗାର ଜବତ କଲା STF । ବ୍ରାଉନସୁଗାର ସହ ୨ ଚାଲାଣକାରୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ STF |

Leave a Reply

Your email address will not be published. Required fields are marked *