ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ

ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବର୍ବରକାଣ୍ଡ | ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ଯା | ବାସାଗୁଡ଼ା ଥାନା ଅନ୍ତର୍ଗତ ବଡ଼ାଗାଚେରୁ ଗାଁରେ ବର୍ବରତା ହତ୍ଯା | ପରେ ଗାଁରେ ମୃତଦେହ ଛାଡ଼ିଲେ ମାଓବାଦୀ | ମୁନ୍ନା ମାଡ଼ଭି ଓ ରାଜୁ କରାମଙ୍କୁ ମାଓବାଦୀଙ୍କ ନିର୍ମମ ହତ୍ଯା |

Leave a Reply

Your email address will not be published. Required fields are marked *