ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ବଢ଼ିଲା ଅଡୁଆ: ୨୫ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ବଢ଼ିଲା ଅଡୁଆ । ପ୍ରାୟ ୨୫ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ କରି ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ଏନଜିଟିରେ ଅଭିଯୋଗ କରାଯାଇଛି । ଆଉ ଏହାପରେ ଏନଜିଟି ପକ୍ଷରୁ ରାଜ୍ୟ ବନ ବିଭାଗ, କୋରାପୁଟ ଜିଲ୍ଲାପାଳ, କୋରାପୁଟ ବନଖଣ୍ଡ ଅଧିକାରୀଙ୍କୁ ନୋଟିସ ଦିଆଯାଇଛି ।

Leave a Reply

Your email address will not be published. Required fields are marked *