

- ଜାମ୍ମୁ ଓ କାଶ୍ମୀର ଶ୍ରୀନଗରରେ ଆତଙ୍କବାଦୀଙ୍କ ଗୁଳିମାଡ଼, ଇଦ୍ଗାହ ସଙ୍ଗମ ଅଞ୍ଚଳରେ ସରକାରୀ ସ୍କୁଲରେ ଗୁଳିମାଡ଼, ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼ରେ ୨ ଶିକ୍ଷକଙ୍କ ମୃତ୍ୟୁ
- ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୨୦ ବର୍ଷ ପୂରଣ, ଶୁଭକାମନା ଜଣାଇବା ସହ ଚିଠି ଲେଖିଲେ BJP ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ହାଉଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରୁ ଜଣାଇଲେ ଶୁଭକାମନା