ଷୋଡ଼ଶ ଅର୍ଥ କମିଶନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଷୋଡ଼ଶ ଅର୍ଥ କମିଶନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ | ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା | ବିଭିନ୍ନ ଦାବି ରଖିଥିବା କହିଲେ ସିଏମ୍ ମୋହନ ମାଝୀ | କମିଶନଙ୍କ ନିକଟରେ ରାଜ୍ୟ ସରକାର ଦାବି ରଖିଛନ୍ତି | ଶତ ପ୍ରତିଶତ SDRF ପାଣ୍ଠି ଦାବି କରିଛନ୍ତି ସରକାର | ୧୨. ୫୬ ଲକ୍ଷ କୋଟିର ଦାବି ରଖିଛି ଓଡ଼ିଶା |

Leave a Reply

Your email address will not be published. Required fields are marked *