

- ଭଦ୍ରକରେ ଡକାୟତ-ପୋଲିସ ଏନ୍କାଉଣ୍ଟରରେ ୨ କୁଖ୍ୟାତ ଡକାୟତ ଗୁରୁତର । ଡକାୟତ ଗ୍ୟାଙ୍ଗ୍ର ୪ ଗିରଫ, ୩ ବନ୍ଧୁକ, ୧୫ ଗୁଳି ଓ ଖଣ୍ଡା ଜବତ। ଡକାୟତଙ୍କ ଆଡାରୁ ୩ ବାଇକ, ୪.୫ ଲକ୍ଷ ଟଙ୍କା, ୪ଟି ମାଗଜିନ ବି ଜବତ
- ପୁରୀ-କୋଣାର୍କ ରେଳ ଲାଇନ ନିର୍ମାଣକୁ ସବୁଜ ସଙ୍କେତ, ଏ ନେଇ ସର୍ଭେ ସରିଥିବା ଲୋକସଭାରେ ସ୍ପଷ୍ଟ କଲେ ରେଳମନ୍ତ୍ରୀ | ୩୩ କିମି ରେଳ ଲାଇନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୭୨୫.୭୮ କୋଟି ଟଙ୍କା